Uncategorized ଗଞ୍ଜାମରେ ବ୍ରାଉନ୍ ସୁଗର ବ୍ୟବସାୟରେ ପାଞ୍ଚ ଗିରଫ 1 month ago ଗଞ୍ଜାମ ଜିଲ୍ଲାରେ ବ୍ରାଉନ୍ ସୁଗର ବ୍ୟବସାୟରେ ସଂଲଗ୍ନ ହୋଇଥିବା ପାଞ୍ଚ ଲୋକଙ୍କୁ ଗିରଫ କରାଯାଇଛି।