Accident ଓଡିଶାରେ ବସ-ଟ୍ରକ ଦୁର୍ଘଟନାରେ ଚାରିଜଣ ମୃତ, ଅନେକ ଆହତ 4 months ago ଓଡିଶାର ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ବସ ଓ ଟ୍ରକ ଦୁର୍ଘଟନାରେ ଚାରିଜଣ ମୃତ ଓ 20 ରୁ ଅଧିକ ଲୋକ ଆହତ ହୋଇଛନ୍ତି।