Politics ସେନା ପ୍ରଧାନ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଓଡିଶାରେ ତିନି-ଦିନୀ ଦୌରା କରିବେ 5 months ago ସେନା ପ୍ରଧାନ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ 27 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଦୌରା କରିବେ।