National ମୁଖ୍ୟମନ୍ତ୍ରୀ ମୋହନ ମାଜିଙ୍କର ବଡ ଭାଇ ମୃତ୍ୟୁବରଣ 3 months ago ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜିଙ୍କର ବଡ ଭାଇ ଦିନବନ୍ଧୁ ମାଜି କାର୍ଡିଆକ୍ ଆରେଷ୍ଟରେ ମୃତ୍ୟୁବରଣ କରିଛନ୍ତି।