Sports ଭୁବନେଶ୍ୱରରେ ଭାରତୀୟ ଇଣ୍ଡୋର ଆଥଲେଟିକ୍ସର ନୂତନ ଯୁଗ ଆରମ୍ଭ 6 months ago ଭୁବନେଶ୍ୱରରେ ଇଣ୍ଡୋର ଆଥଲେଟିକ୍ସର ପ୍ରଥମ ଜାତୀୟ ଚାମ୍ପିୟନସିପ୍ ଆରମ୍ଭ ହେବା ସହିତ ଭାରତ ନୂତନ ଯୁଗରେ ପ୍ରବେଶ କରୁଛି।