National ଚାର୍ଲାପଲ୍ଲୀ ଓ କାମାଖ୍ୟା ମଧ୍ୟରେ ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବା 6 months ago ଭାରତୀୟ ରେଲ୍ୱେ ଚାର୍ଲାପଲ୍ଲୀ ଓ କାମାଖ୍ୟା ମଧ୍ୟରେ ଏକ ନୂତନ ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବା ଆରମ୍ଭ କରିଛି।