Education OTET 2026 ପରୀକ୍ଷା ନୂତନ ତାରିଖରେ ଜୁନ 28 କୁ ହେବ; BSE ଓଡିଶା ଜୁନ 17 କୁ ଅଡମିଟ୍ କାର୍ଡ ଜାରି କରିବ 3 months ago OTET 2026 ପରୀକ୍ଷା ଜୁନ 28 ତାରିଖରେ ଦୁଇଟି ଶିଫ୍ଟରେ ହେବ। ଅଡମିଟ୍ କାର୍ଡ ଜୁନ 17 ରୁ ଡାଉନଲୋଡ୍ କରାଯିବ।