ବାରିପଦାରେ ଏକ ଠକେଇ ମାମଲାରେ ଇଶ୍ୱର ଚନ୍ଦ୍ର ବିନ୍ଧାନୀଙ୍କ ଘରରେ ହରିଣ ବାଙ୍କର ଏବଂ ହାତୀର ଦାନ୍ତ ମିଳିଥିବାରୁ ଅଧିକ ତଥ୍ୟ ମିଳିଛି।
Tag - ବନ୍ୟପ୍ରାଣୀ
ସମ୍ବଲପୁର ଜିଲ୍ଲାରେ ଗୋଲୀର ଆଘାତରେ ଆହତ ହୋଇଥିବା ଏକ ହାତୀ ଆଜି ମୃତ ହୋଇସାରିଛି। ଏହି ଘଟଣା ପରେ ଦ୍ରୁତ ତଦନ୍ତ କରାଯିବା ଆବଶ୍ୟକତା ଉପସ୍ଥିତ ହେଇଛି।






