Education NIT-ରାଉରକେଲା ନୂତନ ଶିକ୍ଷା ଭବନ ପାଇଁ 1,872 ଗଛ କଟିବାକୁ ବନ ଅନୁମତି ମିଳିଲା 3 months ago NIT-ରାଉରକେଲା ସିଭିଲ ଇଞ୍ଜିନିୟରିଂ ବିଭାଗ ପାଇଁ ଏକ ବିଶାଳ ଶିକ୍ଷା ଭବନ ନିର୍ମାଣ ପାଇଁ 1,872 ଗଛ କଟିବାକୁ ବନ ଅନୁମତି ମିଳିଛି।