Politics ୧୯ ନୂତନ ଏବଂ ପୁନର୍ନିୟୁକ୍ତ ରାଜ୍ୟ ସଭା ସଦସ୍ୟମାନେ ପାର୍ଲିମେଣ୍ଟରେ ସପଥ ଗ୍ରହଣ କଲେ 5 months ago ୧୯ ନୂତନ ଏବଂ ପୁନର୍ନିୟୁକ୍ତ ରାଜ୍ୟ ସଭା ସଦସ୍ୟମାନେ ସୋମବାର ଦିନ ପାର୍ଲିମେଣ୍ଟରେ ସପଥ ଗ୍ରହଣ କରିଛନ୍ତି।