ମହାନଦୀ ପାଣି ବିବାଦ ସମ୍ବନ୍ଧରେ ଓଡିଶା ଓ ଛତୀସଗଡ଼ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହେବାକୁ ଯୋଜନା ହୋଇଛି।
Tag - ପାଣି ବିବାଦ
ଆଜି ମହାନଦୀ ପାଣି ବିବାଦ ଉପରେ ଟ୍ରାଇବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ସୁଣାଣୀ ହେବ। ଓଡିଶା ଓ ଛତିସଗଡ଼ର ମଧ୍ୟରେ ପାଣି ବିବାଦର ସମାଧାନ ପାଇଁ ଦୁଇଟି ରାଜ୍ୟ ମିଶି କାର୍ଯ୍ୟ କରୁଛନ୍ତି।






