Technology ପୁରୀ ରଥ ଯାତ୍ରା ପୂର୍ବରୁ ଓଡିଶାରେ ୧୫୦୦ରୁ ଅଧିକ 5G ସାଇଟ୍ ଯୋଡ଼ିଲା ଭାର୍ତୀ ଏୟାରଟେଲ 2 months ago ଭାର୍ତୀ ଏୟାରଟେଲ, ପୁରୀରେ ରଥ ଯାତ୍ରା ପୂର୍ବରୁ ସଂଯୋଗକୁ ଶକ୍ତିଶାଳୀ କରିବା ପାଇଁ ନେଟୱର୍କ ବିକାଶ କାର୍ୟକ୍ରମ ସମ୍ପୂର୍ଣ୍ଣ କରିଛି।