National ଓଡିଶା କ୍ରାଇମ୍ ବ୍ରାଞ୍ଚ ଦିଲ୍ଲୀ ବାସୀକୁ 2 କୋଟି ଟଙ୍କା ଟ୍ରେଡିଂ ଠକେଇ ମାମଲାରେ ଗିରଫ କଲା 4 months ago ଓଡିଶା ପୋଲିସର କ୍ରାଇମ୍ ବ୍ରାଞ୍ଚ ଏକ ଦିଲ୍ଲୀ ବାସୀକୁ 2 କୋଟି ଟଙ୍କା ଠକେଇ ମାମଲାରେ ଗିରଫ କରିଛି।