Sports ଓଡିଶାର ୫ ଜିଲ୍ଲାରେ ନୂତନ ଜଳ କ୍ରୀଡା କେନ୍ଦ୍ରର ଯୋଜନା 4 months ago ଓଡିଶାର ସମ୍ବଲପୁର, ସୁନ୍ଦରଗଡ, ଜଗତସିଂହପୁର, ଗଞ୍ଜାମ ଓ ପୁରୀ ଜିଲ୍ଲାଗୁଡିକୁ ନୂତନ ଜଳ କ୍ରୀଡା ଗନ୍ତବ୍ୟସ୍ଥଳ ଭାବରେ ଗଠନ କରାଯିବ।