Entertainment 2023, 2024 ପାଇଁ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା 23 hours ago 2023 ଓ 2024 ପାଇଁ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ 'ପୁଷ୍କର' ଓ 'ମାଇ ସ୍ୱୀଟ୍ ହାଉସୱାଇଫ୍' ସର୍ବୋତ୍ତମ ଚଳଚ୍ଚିତ୍ର ଭାବେ ଚୟନ ହୋଇଛି।