Accident ଭୁବନେଶ୍ୱର କ୍ଲବ୍ ପାଖରେ ସାଇକ୍ଲିଂ କରୁଥିବା ଜିନିଆର କପ୍ତାନ୍ ଆମା ବସ୍ରେ ଧକ୍କା ଖାଇଲେ 5 months ago ଭୁବନେଶ୍ୱର କ୍ଲବ୍ ପାଖରେ ଆମା ବସ୍ରେ ଧକ୍କା ଖାଇ ଅତିରିକ୍ତ ଡିପ୍ଟି କମିଶନର କୃଷ୍ଣ ଚନ୍ଦ୍ର ସେଠୀ ଗମ୍ଭୀର ଆଘାତ ପାଇଛନ୍ତି।