Crime ଭୁବନେଶ୍ବରରେ ନକଲି ସୁନା ବଦଳାଇ ବାସ୍ତବ ସୁନା ଚୋରି କରିଥିବା ଦୁଇ ମହିଳାଙ୍କୁ ଗିରଫ 1 week ago ଭୁବନେଶ୍ବରରେ ଦୁଇ ମହିଳା ସୁନା ଦୋକାନରେ ନକଲି ସୁନା ବଦଳାଇ ବାସ୍ତବ ଗହନା ଚୋରି କରିବା ଦାୱୀରେ ଗିରଫ ହୋଇଛନ୍ତି।