National ରାୟଗଡରେ ପାଣି ଝରଣାରେ ସେଲ୍ଫି ନେଇଥିବାରେ ଯୁବକ ହେଲେ ଗାୟବ 1 week ago ରାୟଗଡ ଜିଲ୍ଲାର ଟୟାଙ୍ଗିରି ଝରଣାରେ ସେଲ୍ଫି ନେବା ବେଳେ ଏକ ଯୁବକ ଗାୟବ ହେଇଛନ୍ତି।